ଥାନା ଆଗରେ ଝିଅ ସହ ମାଆର ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ସ୍ବାମୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତାର ପ୍ରତିବାଦ କରିଛନ୍ତି ମୃତକଙ୍କ ସ୍ତ୍ରୀ। ଖୋର୍ଦ୍ଧାର ବାଣପୁର ଥାନା ଆଗରେ ଝିଅ ସହ ମାଆର ଆତ୍ମାହୁତି ଉଦ୍ୟମ କରିଛନ୍ତି। କିରୋସିନ ଢାଳି ନିଆଁ ଲଗାଇବା ବେଳେ ଗାଁ ଲୋକେ ଉଦ୍ଧାର କରିଥିଲେ।