ମନ ପସନ୍ଦ ଖାଦ୍ୟ ନଦେବାରୁ ମା’କୁ ହତ୍ୟାକଲା ପୁଅ

କୋରାପୁଟ,ଏନ୍ଏନ୍ଏସ୍: ନିଜ ପସନ୍ଦର ଖାଦ୍ୟ ନଦେବାରୁ ଉତ୍ୟକ୍ତ ହୋଇ ମଦ୍ୟପ ପୁଅ ନିଜ ମାକୁ ହତ୍ୟା କରିଛି। ଏଭଳି ଏକ ଦୁଖଦ ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ସୁନାପୁର୍ ଅଂଚଳରେ। ମଦ୍ୟପ ପୁଅ ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରି ମନ ପସନ୍ଦର ଖାଦ୍ୟ ନମିଳିବାରୁ ବାପା ମାକୁ ଗାଳିଗୁଳଜ କରିବା ସହ ନିଜ ମାକୁ କଦାଳରେ ବାଡେଇ ବାଡେଇ ହତ୍ୟା କରିବା ଖବର ସହରରେ ଚାଂଚଲ୍ୟ ଖେଳିଯାଇଛି। ସୁନାପୁର ପ୍ରଥମ କଲୋନୀରେ ରହୁଥିବା ମନୋଜ … Continue reading ମନ ପସନ୍ଦ ଖାଦ୍ୟ ନଦେବାରୁ ମା’କୁ ହତ୍ୟାକଲା ପୁଅ