ଏଚସିଏର ସଭାପତି ପାଇଁ ମହୋମ୍ମଦଙ୍କ ନାମାନଙ୍କନ ପତ୍ର ଦାଖଲ

ହାଇଦ୍ରାବାଦର ପୂର୍ବତନ କ୍ରିକେଟର ମୋହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ(ଏଚସିଏ)ର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।