ସାମୟିକ ଭାବେ ‘ମୋ ବସ୍’ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକଡାଉନକୁ ଦୃଷ୍ଟିରେ ରଖି ‘ମୋ ବସ୍’ର ନିୟମିତ ଚଳାଚଳ ବନ୍ଦ କରାଯାଇଛି। କିନ୍ତୁ ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚଳାଚଳ କରିବ। ଏୟାରପୋର୍ଟରୁ ରେଳ ଷ୍ଟେସନକୁ ସଟଲ ସର୍ଭିସ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।