ମମତାଙ୍କୁ ପ୍ରଚାର ବ୍ୟାନ୍

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଚାର ବ୍ୟାନ୍। ଆପତ୍ତିଜନକ ମନ୍ତବ୍ୟ ପାଇଁ ଭାରତୀୟ ନିର୍ବାଚନ କମିଶନ ୨୪ଘଣ୍ଟା ପାଇଁ ବ୍ୟାନ୍ ଲଗାଇଛନ୍ତି। ଏହି ସମୟରେ ମମତା କୌଣସି ପ୍ରଚାର କରିପାରିବେ ନାହିଁ। ଆଜି ରାତି ୮ଟାରୁ ସକାଳ ୮ ଯାଏଁ ମମତା ପ୍ରଚାର କରିପାରିବେ ନାହିଁ।