ଭୁବନେଶ୍ୱର,ଏନ୍ଏନ୍ଏସ୍: ନୀଳଗିରିରୁ ନନ୍ଦନକାନନକୁ ଆସିଥିବା ଏକମାତ୍ର ମାଈ ଲଙ୍ଗୁରର ମୃତ୍ୟୁ ହୋଇଛି। କିଛି ଦିନ ଧରି ଲଙ୍ଗୁର ଅସୁସ୍ଥ ହୋଇପଡିଥିଲା।ତାର ହର୍ପିସ୍ ଭୂତାଣୁରେ ମୃତ୍ୟୁ ହୋଇଥିବା ଜଣାପଡୁଛି। ମୃତ ଲଙ୍ଗୁରର ରକ୍ତନମୂନା ପଠାଯାଇଛି। ତେବେ ନନ୍ଦନକାନନରେ ୩ହାତୀଙ୍କ ମୃତ୍ୟୁ ପରେ ସୋମବାର ଲଙ୍ଗୁର ମୃତ୍ୟୁ ହେବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଦେଇଛି।