ଧିରେନ୍ଦ୍ର ଏସ୍ କୁଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ରୂପେ କାର୍ଯ୍ୟରତ ଆଇପିଏସ୍ ଧିରେନ୍ଦ୍ର ଏସ୍ କୁଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀଯୁକ୍ତ କୁଟେ ୧୯୯୭ ମସିହା ଓଡିଶା କ୍ୟାଡର ଆଇପିଏସ୍।