ପୁଣେ ଟି-୨୦ରେ ଭାରତର ଦମଦାର ବିଜୟ

ପୁଣେ : ଶ୍ରୀଲଙ୍କା ବିପକ୍ଷରେ ଶେଷ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୭୮ ରନରେ ପରାସ୍ତ କରି ୨-୦ରେ ଭାରତ ସିରିଜ ବିଜୟୀ ହୋଇଛି । ଏହା ସହିତ ଭାରତ ୨୦୨୦ରେ ପ୍ରଥମ ଟ୍ବେଣ୍ଟି-୨୦ ସିରିଜ୍ ଜିତି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି।