ବେଲଜିୟମ୍ ଯିବେ ୨ ଓଡ଼ିଆ ହକି ଖେଳାଳି

ନୂଆଦିଲ୍ଲୀ,ଏଜେନ୍ସି: ବେଲଜିୟମ ଗସ୍ତ ପାଇଁ ଶୁକ୍ରବାର ୨୦ଜଣିଆ ଭାରତୀୟ ହକି ଟିମ୍ ଘୋଷଣା କରାଯାଇଛି। ଏହି ଟିମରେ ଦୁଇ ଜଣ ଓଡ଼ିଆ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ତେବେ ୨୬ ସେପ୍ଟେମ୍ବରରୁ ୩ ଅକ୍ଟୋବର ଯାଏଁ ହକି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳିଛି।