ବ୍ରହ୍ମପୁରରେ ଘରେ ଦିଆଯିବ ଟିକା

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ଘରେ ପହଂଚି ଟିକା ଦିଆଯିବ। ସେମାବାରଠାରୁ ଟିକା ଭ୍ୟାନ୍ ପହଂଚି ବୟସ୍କଙ୍କୁ ଟିକା ପ୍ରଦାନ କରିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।