ହ୍ରିତିକ୍ ଓ ଟାଇଗରଙ୍କ ଜୟ ଜୟ ଶିବ ଶଙ୍କର

ହ୍ରିତିକ୍ ଓ ଟାଇଗରଙ୍କ ଆଗାମୀ ଫିଲ୍ମ ୱାରର ଏକ ଗୀତ ଜୟ ଜୟ ଶିବ ଶଙ୍କର ଏବେ ରିଲିଜ ହୋଇ ସୋସିଆଲ ମିଡିଆରେ ଖୁବ ହଇଚଇ ସୃଷ୍ଟି କରିଛି। ଦୁଇ ତାରକା ଅଭିନୟ ସହିତ ନିଜ ନିଜର ଡ୍ୟାନ୍ସ ପାଇଁ ଖୁବ୍ ପ୍ରସିଦ୍ଧ। ଏହି ଗୀତରେ ଦୁଇ ତାରକା ନିଜ ନିଜର ନୃତ୍ୟରେ ଦର୍ଶକଙ୍କୁ ବିମୋହିତ କରିପାରିଛନ୍ତି।