ରିଲିଜ୍ ହେଲା ‘ହାଉସଫୁଲ-୪’ର ପ୍ରଥମ ଟିଜର

ହାଉସଫୁଲ ସିରିଜର ୪ର୍ଥ ଚଳଚ୍ଚିତ୍ର ‘ହାଉସଫୁଲ-୪’ ଟିଜର୍ ଶୁକ୍ରବାର ରିଲିଜ ହୋଇଛି। ଏଥିରେ ସାଜିଦ୍ ନାଦିଆଦୱାଲାଙ୍କ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, ପୂଜା ହେଗଡେ ଅଭିନେତା ଅଛନ୍ତି। ଏହା ଏକ ପୁନର୍ଜନ୍ମ ଉପରେ ପରିବେସିତ ଯାହାକି ୧୪୧୯ରୁ ୨୦୧୯ ପର୍ଯ୍ୟନ୍ତ ସମୟକୁ ନେଇ କାହାଣୀ ଗତିଶୀଳ ହୋଇଛି।