କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ସକାଳ ୭ଟା ସୁଦ୍ଧା ଜଳଭଣ୍ଡାରରେ ୬୨୩.୪୫ ଫୁଟ, ୧୦ଟି ଗେଟ୍‌ ଦେଇ ଡ୍ୟାମ୍‌ରୁ ହେଉଛି ଜଳ ନିଷ୍କାସନ ।