ଶୁଣାଣି ଘୁଂଚାଇଲେ ହାଇକୋର୍ଟ

ଭୁବନେଶ୍ୱର : ସ୍କୁଲ ‘ଫି’ ବୃଦ୍ଧିକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ସମସ୍ତ ଅନ୍ତରଣୀ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ। ଜୁଲାଇ ୧ରେ ପୀବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ।