ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁଳ ପ୍ରଚଳିତ ପେନକିଲର ମେଫଟାଲ୍ ପାଇଁ ରାଜ୍ୟ ସରକାର ସତର୍କ କରାଇଛନ୍ତି । ଏହା ସେବନ ଦ୍ୱାରା ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏନେଇ ଇଣ୍ଡିଆନ ଫାର୍ମା କୋପିଆ କମିଶନ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି ଋତୁସ୍ରାବଜନିତ ଯନ୍ତ୍ରଣା ଲାଘବ ପାଇଁ ମେଫଟାଲ ବ୍ୟବହାର କରାଯାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଦାନ୍ତବିନ୍ଧା ପାଇଁ ମଧ୍ୟ ମେଫଟାଲ ସେବନ କରାଯାଏ ।