ମନ୍ଦିରରୁ ମୂର୍ତ୍ତି ଚୋରି ଅଭିଯୋଗରେ ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ଦିଗପହଣ୍ଡି,ଏନ୍ଏନ୍ଏସ୍: ଦିଗପହଣ୍ଡି ନିକଟସ୍ତ ବିସ୍ମଗିରୀ ରାସ୍ତା ନିକଟ ଛଣମାରି ଗ୍ରାମ ମନ୍ଦିରରୁ ମୂର୍ତ୍ତି ଚୋରାଉଥିବା ଅଭିଯୋଗରେ ଗ୍ରାମବାସୀ ଉକ୍ତ ଗ୍ରାମର ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଜୋତା ମାଳ ପିନ୍ଧାଇବା ସହ ତାଙ୍କୁ ଲଣ୍ଡା ମଧ୍ୟ କରିଛନ୍ତି।