ଯୁବତୀଙ୍କ ଠାରୁ ଛେଚା ଖାଇଲେ ରୋଡ ରୋମିଓ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଜଗନ୍ନାଥ ନଗରରେ ଛେଚା ଖାଇଲେ ରୋଡ ରୋମିଓ। ଯୁବତୀଙ୍କୁ କମେଣ୍ଟ ମାରିବା ସହ ପିଛା କରୁଥିବାବେଳେ ଧରାପଡ଼ିଲେ ୨ ଯୁବକ। ସ୍ଥାନୀୟ ଲୋକ ଘେରିଯିବା ପରେ ଉଭୟଙ୍କୁ ଯୁବତୀଜଣଙ୍କ ମାଡ଼ ମାରିବା ସହ ଉଠବସ୍ କରାଇଥିଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।