ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ ଧକ୍କା, ଡ୍ରାଇଭର ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍ଝାରସୁଗୁଡା ସହର ଉପକଣ୍ଠ ପୂର୍ଣ୍ଣା ଠାରେଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗ୍ୟାସ ସିଲିଣ୍ଡର ନେଇ  ଯାଉଥିବା ଟ୍ରକ୍‌ ଡ୍ରାଇଭର ମୃତ୍ୟୁ ଘଟିଛି। ପରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି।