ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଛି । ମୃତ ଆଇଆଇସି ହେଲେ ଦେବ୍ କୁମାର ଗମାଙ୍ଗ। ଆସିକା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । କିନ୍ତୁ ଗୁଳି କେଉଁଠି ଓ କେମିତା ବାଜିଲା ତାହା ସ୍ପଷ୍ଟ ଜଣାପଡ଼ିନି ।