ଅମ୍ବାନୀ ହାଉସରେ ଗଣେଶ ଉତ୍ସବ, ବଲିଉଡ୍ ଷ୍ଟାରଙ୍କ ଭିଡ

ଅମ୍ବାନୀ ହାଉସ୍ ଆଣ୍ଟିଲିଆରେ ଗଣେଶ ଉତ୍ସବ ପାଳନ ଅବସରରେ ଯୋଗଦେଇଥିଲେ ବଲିଉଡ୍ ଷ୍ଟାର ଅମିତାବ ଓ ପ୍ୟାମିଲି, ଅମିର ଖାନ୍, ମାଧୁରୀ ଦିକ୍ଷିତ, କାଜଲ, କରନ ଜୋହର, ଆଲିଆ ଭଟ୍ଟ ଓ ରଣବୀର କପୁର