ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଓକିଲ ବିପିନ ବିହାରୀ ରଥଙ୍କ ପରଲୋକ

କଟକ,ଏନ୍ଏନ୍ଏସ୍: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଓକିଲ ବିପିନ ବିହାରୀ ରଥଙ୍କ ଆଜି କଟକ ଜେନେରାଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ବିପିନ ବିହାରୀ ରଥଙ୍କୁ ୭୦ ବର୍ଷ ହୋଇଥିଲା। ସେ କଟକସ୍ଥିତ କାନିକା ରୋଡ ବାସଭବନରେ କିଛି ସମୟ ବୃଦ୍ଧାବସ୍ଥାରେ ପୀଡିତ ଥିବା ଜଣାପଡ଼ିଛି।