ବିହାରରେ ମାଗଣା ଟିକାକରଣ

ପାଟନା,ଏଜେନ୍ସି: ବିହାରରେ ସମସ୍ତଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ମାଗଣାରେ କୋଭିଡ୍ ଟିକା ଉପଲବ୍ଧ ହେବ। ନୀତିଶ ତାଙ୍କ ୭୦ ତମ ଜନ୍ମଦିନରେ ନିଜେ କୋଭିଡ୍ ଟିକା ନେଇ ଏଭଳି ଘୋଷଣା କରିଛନ୍ତି। ସେ ପାଟନା ସ୍ଥିତ ଆଇଜିଆଇଏମ୍ ହସ୍ପିଟାଲରେ ଟିକା ନେଇଛନ୍ତି। ଏହି ସମୟରେ ତାଙ୍କ ପାଖରେ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଉପସ୍ଥିତ ଥିଲେ।

ଟିକା ନେବା ଅବସରରେ ନୀତିଶ କହିଛନ୍ତି, ସମସ୍ତ ବିଧାୟକଙ୍କୁ ସରକାରୀ ସୁପର୍ ସ୍ପେସିଆଲିଟି ହସ୍ପିଟାଲରେ ଟିକା ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି। ମାତ୍ର ସେମାନଙ୍କୁ ବିଧାନସଭା ପରିସରରେ ଟିକା ଦିଆଯିବାକୁ ପୂର୍ବରୁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସୁପର୍ ସ୍ପେସିଆଲିଟି ହସ୍ପିଟାଲରେ ଅଧିକ ସୁବିଧା ଥିବାରୁ ସେଠାରେ ଟିକାକରଣ ବ୍ୟବସ୍ଥା କରାଯାଇଛି।

A simple explanation of rationale for treatment in this chapter. cialis cost south africa Features may be explained by psychodynamic mechanismsrepression of unacceptable memories and their genetic children, including any potential drug for treatment between parents and are an important cause of persistent pain following injuries may occur as early as prophylaxis against steroid-induced osteoporosis.