ପାରାଦ୍ୱୀପର ଏମସିଏଚପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପାରାଦ୍ୱୀପ,ଏନ୍ଏନ୍ଏସ୍: ପାରାଦ୍ୱୀପର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟର ଷ୍ଟାକର-୧ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କନଭେୟର ବେଲ୍ଟ ଓ ଷ୍ଟାକର ମେସିନ୍ ପେଡ଼ିଯାଇଛି। ଫଳରେ କୋଇଲା ଗଦାଇବା କାର୍ଯ୍ୟରେ ବ୍ୟାହତ ହୋଇଛି।