ଭୁବନେଶ୍ୱରରେ ହେବ ୨୦୨୦ ଫିଫା ମହିଳା ଅଣ୍ଡର ୧୭ ବିଶ୍ୱକପ୍

୦୨୦ ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପ୍ ଭାରତରେ ହେବାକୁ ଥିବାବେଳେ ଆୟୋଜକ କମିଟି ଭୁବନେଶ୍ୱରକୁ ତା’ର ପ୍ରଥମ ପସନ୍ଦର ସ୍ଥାନ ରୂପେ ବାଛିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେଏହି ବିଶ୍ୱ କପ୍ ପାଇଁ ସମସ୍ତ ବିକାଶ କାମ ଦ୍ରୁତ ଗତିରେ ଚାଲିଛି। ଏହି ଷ୍ଟାଡିୟମ୍‌ରେ ପୂର୍ବରୁ ପୁରୁଷ ହକି ବିଶ୍ୱକପ୍, ଏସିଆନ୍‌ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଏବଂ ଆହୁରି ଅନେକ ଆନ୍ତର୍ଜାତୀୟ ସ୍ତରର ଖେଳ ଅନୁଷ୍ଠିତ ହୋଇସାରିଛି।