ବାଲୁକାରେ ଇଦ୍ ମୁବାରକ୍

ପୁରୀ: ପୁରୀ ବେଳାଭୂମିଠାରେ ପଦ୍ମଶୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ନିଦର୍ଶନ। ବାଲୁକାରେ ଜଣାଇଲେ ଇଦ୍ ର ଶୁଭେଚ୍ଛା।