ରାଜନୀତି ଦୌଡରେ ଦୌଡରାଣୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ଦୂତୀ ଚାନ୍ଦ ପିଲାଟି ଦିନରୁ ରାଜନୀତି ପସନ୍ଦ ଥିବା ସେ ସୋମବାର ଏକ ଟ୍ୱିଟ୍‍ ଜରିଆରେ ପ୍ରକାଶ କରିଛନ୍ତି। ତେବେ ଦୂତୀ ଚାନ୍ଦଙ୍କ ମା’ ସରପଞ୍ଚ ଥିବାବେଳେ ପରିବାର ଅନେକ ଲୋକ ରାଜନୀତିରେ ସମ୍ପୃକ୍ତ ଅଛନ୍ତି । ସେ ମଧ୍ୟ ରାଜନୀତିରେ ଯୋଗ ଦେବା ଇଚ୍ଛା ପ୍ରକାଶ କରିଛନ୍ତି । ଏ ନେଇ ସେ ସୋସିଆଲ ମିଡ଼ିଆରେ ଏକ ଟ୍ୱିଟ୍‍ କରି ଜଣାଇଛନ୍ତି ।