୨୦୦ ମିଟର ଦୌଡରେ ଦୁତୀଙ୍କୁ ସ୍ୱର୍ଣ୍ଣ

ରାଞ୍ଚି: ଝାଡଖଣ୍ଡ ରାଞ୍ଚି ଠାରେ ଆୟୋଜିତ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିଅନଶିପରେ ଓଡିଶା ଦୌଡରାଣୀ ତଥା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ୨ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ସେ ୨୦୦ ମିଟର ଦୌଡକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ଆଗରୁ ୧୦୦ ମିଟର ଦୌଡରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।