ଧାବିକା ଦୂତି ଚାନ୍ଦଙ୍କ ନୂଆ ରେକର୍ଡ

  • ଭୁବନେଶ୍ୱର: ଓଡ଼ିଆ ଧାବିକା ଦୂତି ଚାନ୍ଦ ତାଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୦୦ ମିଟର ରେସ୍ର ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି। ହେଲେ .୦୦୨ ସେକେଣ୍ଡ ପାଇଁ ତାଙ୍କୁ ଟୋକିଓ ଅଲମ୍ପିକ୍ସରୁ ଦୂରେଇ ଯିବାକୁ ପଡ଼ିଛି। ତାଙ୍କ ପଛରେ ଥିଲେ କର୍ଣ୍ଣାଟକର ଧନେଶ୍ୱରୀ (୧୧.୪୮ ସେକେଣ୍ଡ)। ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୦୦ ମିଟର ରେସ୍କୁ ୧୧.୭୧ ସେକେଣ୍ଡରେ ଅତିକ୍ରମ କରିଛନ୍ତି।