ଗୋଡାଇ ଗୋଡାଇ ହାଣିଲେ, ସରପଞ୍ଚଙ୍କ ସ୍ୱାମୀ ସମେତ ୨ ମୃତ

ବାଙ୍କୀ,ଏନ୍ଏନ୍ଏସ୍: ରାଗ ବ୍ରହ୍ମ ଚଣ୍ଡାଳ। କ୍ରୋଧରେ ଜର୍ଜରିତ ହୋଇ ୨ଜଣଙ୍କୁ ହାଣିଦେଲେ। ଏପରି ଘଟଣା ଘଟିଛି କଟକ ବୈଦେଶ୍ୱର ଯୋକଲାଞ୍ଚି ଅଞ୍ଚଳରେ। ଏହି ଅଞ୍ଚଳରେ ରାଜନୈତିକ ଶତ୍ରୁତା କାରଣରୁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଛନ୍ତି। ଦୁବୃର୍ତ୍ତଙ୍କ ଆକ୍ରମଣରେରେ ୨ଜଣଙ୍କ ମୃତ୍ୟୁ ହୋଇଛି।