ସ୍ୱେରେଜ କାମ ସମୟରେ ଅଘଟଣ : ୩ ଗୁରୁତର

କଟକ,ଏନ୍ଏନ୍ଏସ୍: ସିଡିଏ ସେକ୍ଟର ୧୦ରେ ସ୍ୱେରେଜ କାମ ବେଳେ ଅଘଟଣ ଘଟିଛି। ଫଳରେ ସେଠାରେ କାମ କରୁଥିବା ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।