ଭୁବରେଶ୍ୱର,ଏନ୍ଏନ୍ଏସ୍ : କରୋନା ମହାମାରୀ ସମୟରେ ଗୁଜୁରାଟଟର ଅନେକ ଓଡଆ ଶ୍ରମିକମାନେ ଫସି ରହିଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ବଜିୟ ରୂପାନୀଙ୍କ ସହ ଟଟଲିଫୋନ ଯୋଗେ କଥା ହୋଇଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଗୁଜୁରାଟର ସୁରତ ସଟମତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓଡିଆ ଶ୍ରମିକମାନେ ଥିବା ଓ ଲକ୍ ଡାଉନ୍ ସମୟରେ ଅନେକ ସମସ୍ୟାର ସାମନା କରୁଥିବା ସମ୍ପର୍କରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବଜିୟ ରୂପାନୀଙ୍କୁ ଅବଗତ କଲି। ଶ୍ରୀଯୁକ୍ତ ରୂପାନୀ ଏହି ପ୍ରବାସୀ ଶ୍ରମିକ ମାନଙ୍କର ରହବିା,ଖାଇବା, ସାମାଜକି ଦୂରତ୍ୱ ସହ ସ୍ୱାସ୍ଥ୍ୟ କଥା ଚନ୍ତିା କରିବା ନେଇ ରାଜ୍ୟର ପ୍ରଶାସନକୁ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଗୁଜୁରାଟରେ ଥିବା ଓଡଆ ଶ୍ରମିକ ମାମଲାରେ ଗୁଜୁରାଟ ସରକାରଙ୍କ ସହ ଓଡଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେବା ସହ ଓଡଆ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି।