ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଜମା ଦାନ କରିଛନ୍ତି। କରୋନାରୁ ସୁସ୍ଥ ହୋଇଥିବାରୁ କଟକ ଏସସିବି ମେଡିକାଲରେ ପହଞ୍ଚି ଧର୍ମେନ୍ଦ୍ର ପ୍ଲାଜମା ଦେଇଛନ୍ତି। ଆଜି ପ୍ଲାଜମା ଦାନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ।