ବାଲେଶ୍ୱର ଗସ୍ତରେ ଡ଼ିଜିପି ଅଭୟ

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱରରେ ‘ମୋ ସରକାର’ ଓ ୫ଟି କାର୍ଯ୍ୟକାରିତା ନେଇ ଡ଼ିଜିପି ଅଭୟ ମଙ୍ଗଳବାର ସମୀକ୍ଷା କରିବେ। ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ୩ଟି ଜିଲ୍ଲାର ଉନ୍ନୟନ କାର୍ୟ୍ୟ ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ ତାଙ୍କ ସହ ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକ,ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଏସପି ଓ ଇଓଡ଼ବ୍ଲ୍ୟୁ ଅଧିକାରୀର ଘନଶ୍ୟାମ ଉପାଧ୍ୟାୟ ଉପସ୍ଥିତ ରହିଛନ୍ତି।