ରିଆମାଳ,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ସଙ୍ଘାପଶି ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଶ୍ରୀଧର ବେହେରାଙ୍କ ସ୍ତ୍ରୀ କଇରୀ ବେହେରାଙ୍କ ସୋମବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ସମୟରେ ପୁଅ ନାରଣ ବେହେରାଙ୍କ ସମେତ ୨ ଝିଅ ଉପସ୍ଥିତ ଥିଲେ। ନାତି ଅନ ବେହେରା ମୁଖାଗ୍ନି ଦେଇଥିଲେ।