ବାଲେଶ୍ୱର ଆସୁଛନ୍ତି ଦର୍ଶନ ରାବଲ

ବିଶିଷ୍ଟ ଗାୟକ, ରଚୟିତା ତଥା ସୋସିଆଲ ମିଡ଼ିଆର ଷ୍ଟାର୍ ଭାବେ ଜଣାଶୁଣା ଦର୍ଶନ ରାବଲ ଆସନ୍ତା ଗୁରୁବାର ଦିନ ଓଡ଼ିଶାର ବାଲେଶ୍ୱରକୁ ଆସୁଛନ୍ତି। ତେବେ ସେ ‘ପେହଲି ମୋହବତ’ ଗୀତରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।

ଏଥିସହ ସେ କହିଛନ୍ତି ଯେ ଓଡ଼ିଶା ବାସୀଙ୍କ ଭଲପାଇବା ଏବଂ ତାଙ୍କ ଉତ୍ସାହ ମତେ ଏହି ଶୋ’ କରିବାକୁ ପ୍ରେରିତ କରିବ।