କଟକର କୌଣସି ମଣ୍ଡପରେ ହେବନି ଦୁର୍ଗାପୂଜା

କଟକ,ଏନ୍ଏନ୍ଏସ୍: ଚଳିତବର୍ଷ କଟକର କୌଣସି ମଣ୍ଡପରେ ଦୁର୍ଗାପୂଜା ହେବନାହିଁ। ପୂଜାହେଲେ ସହରରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହିବନାହିଁ। ତେଣୁ ମଣ୍ଡପରେ ପୂଜା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।