ଶେଷରେ କୋଭକ୍ସିନକୁ ଡବ୍ଲୁଏଚଓର ସ୍ୱୀକୃତି ଦେଶ- ବିଦେଶ By Nitidin On Nov 3, 2021 Share ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭ୍ୟାକ୍ସିନକୁ ଡବ୍ଲୁଏଚଓ ସ୍ୱୀକୃତି ପ୍ରଦାନ କରିଛି। ଜରୁରୀକାଳୀନ ଉପଯୋଗ ପାଇଁ କୋଭିକ୍ସିନକୁ ସ୍ୱୀକୃତି ମିଳିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି। Share