ଜାଲ୍ ନୋଟ ଜବତ: ଦୁଇ ଗିରଫ ଜିଲ୍ଲାରାଜ୍ୟ By Nitidin On Mar 10, 2020 Share ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜାଲ ନୋଟ କାରବାର କରିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ କଟକ ଜିଲ୍ଲା ତାଳବସ୍ତ ଗାଁର ବିଜୁ ଦାସ ଏବଂ ଯାଆଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡାର ବପୁଜି ଚରଣ ସିଂ ଖୋର୍ଦ୍ଧା ଅଞ୍ଚଳରେ ଜାଲ୍ ନୋଟ କାରବାର କରୁଥିବା ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ୮୫୫୦ ଟଙ୍କାର ଏକ ସହ ଏବଂ ପଚାଶ ଟଙ୍କିଆ ଜାଲ୍ ନୋଟ ଜବତ କରିଛି Share