ରାଜ୍ୟର ମୁଖ୍ୟମନ୍ତ୍ରୀ ସଚେତନ କରାଉଛନ୍ତି

ନୂଆ ମୋଟରଯାନ ଆଇନକୁ ନେଇ ବହୁତ କିଛି ତର୍ଜମା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ୩ ମାସ ପାଇଁ କୋହଳ କରିଛନ୍ତି ଆଇନକୁ। ୩ମାସ ଭିତରେ ଜନସାଧାରଣଙ୍କୁ ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଛନ୍ତି। ତା ସହିତ ନିଜେ ମଧ୍ୟ ସିଟ୍ ବେଲ୍ଟ ବାନ୍ଧି ଲୋକଙ୍କୁ ସଚେତନ କରାଇଛନ୍ତି।