ଛାତ୍ରଛାତ୍ରୀଙ୍କ ଦ୍ୱାରା ପୁରୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ଭଗବତୀ ବିଦ୍ୟାନିକେତନ ଓ ବିନାୟକ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ମିଳିତ ଭାବେ ପୁରୀ ବେଳାଭୂମିକୁ ସଫା କରିବା ସହ ପରିବେଶକୁ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଆଜି ସକାଳୁ ପୁରୀର ଦିଗବରଣି ପରିସରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଏହି ସଫେଇ କରାଯାଇଛି ।