ବିବନ ନାଁରେ ଦାଖଲ ହେଲା ଚାର୍ଜସିଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାଁରେ ଚାର୍ଜସିଟ ଦାଖଲ ହୋଇଛି। ସିବିଆଇ ପକ୍ଷରୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ ହୋଇଛି। ଚାର୍ଜସିଟ ସହ ସିବିଆଇ ତଦନ୍ତ ପ୍ରକ୍ରିୟା ମଧ୍ୟ ଶେଷ କରିଥିବା ଜଣାପଡ଼ିଛି।