ଓଡ଼ିଶାକୁ ୭୦୭ କୋଟି ଟଙ୍କାର ଅନୁଦାନ ଦେଲା କେନ୍ଦ୍ର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୨୨ ରାଜ୍ୟକୁ କେନ୍ଦ୍ରର ଅନୁଦାମ ମିଳିଛି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୭,୫୩୨ କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରିଛି । ଏହିକ୍ରମେ ମହାରାଷ୍ଟ୍ରକୁ ସର୍ବାଧିକ ୧୪୨୦ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଏଥିସହିତ ଓଡ଼ିଶାକୁ ୭୦୭ କୋଟି ୬୦ ଲକ୍ଷ କୋଟି ଟଙ୍କାର ଅନୁଦାନ ମିଳିଥିବା ନେଇ ସୂଚନା ମିଳିଛି ।