Notice: Trying to get property 'post_content' of non-object in /home1/muhapqmy/public_html/wp-content/plugins/pj-news-ticker/pj-news-ticker.php on line 207
Browsing Category

ରିପୋଟର୍ସ

ରିଆମାଳରେ ଖୋଲିଲା ଜିଲ୍ଲାର ୨ୟ ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ଗୋପାଳନ ପାଇଁ ଓଏମସି ପକ୍ଷରୁ…

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓମଫେଡ ପକ୍ଷରୁ ସମ୍ବଲପୁର…

ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ପାଟଣାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ କେଣ୍ଡେଲ…

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ପାଟଣାଗଡ଼ ସାମ୍ବାଦିକ ସଂଘର…

ଦିଲ୍ଲୀ ନାବାଳିକାକୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଶାହାବାଦ ଡେୟରୀ ଅଞ୍ଚଳରେ ଜଣେ ଯୁବକ ତା’ ଗାର୍ଲଫ୍ରେଣ୍ଡକୁ ଛୁରୀ ମାରି ହତ୍ୟା କରିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

୨୦୦ କୋଟି ଟଙ୍କା କ୍ଲବରେ ‘ଦି କେରଲା ଷ୍ଟୋରୀ’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଲା ଷ୍ଟୋରୀ’ ରିଲିଜ ପରଠୁ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି । ଫିଲ୍ମର ବ୍ୟବସାୟ ଏବେ ଧୀରେ ଧୀରେ କମିଥିଲେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ୨ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ କଞ୍ଚଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ନେଇ ଦେବଗଡ଼…

ହନୁମାନ ଚାଳିଶା ପଢ଼ିଲେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: କର୍ଣ୍ଣାଟକରେ ନିର୍ବାଚନ ଜିତିଲେ ପ୍ରଥମେ ବଜରଙ୍ଗ ଦଳକୁ ବ୍ୟାନ କରାଯିବା ସହ କଳା ତାଲିକା ଭୁକ୍ତ କରିବା ବୋଲି କଂଗ୍ରେସ ପାର୍ଟି…

କେସିଙ୍ଗାରେ ବାଲି ମାଫିଆଙ୍କ ଆତଙ୍କ, ଅଭିଯୋଗ କଲେ ପୁଲିସ ଲଗାଇ ଦମନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟସ୍ଥ ତେଲ ନଦୀ ମହଦା ଘାଟରୁ ତହସିଲ ବିଭାଗର ଜାଣତରେ ଦିନ ରାତି ବାଲି ଚୋରା ଚାଲାଣ ଚାଲିଛି ।…

ବ୍ରିଜଭୂଷଣଙ୍କ ବିରୋଧରେ ୭ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଯୌନ ଶୋଷଣ ମାମଲାରେ ୭ ଅଭିଯୋଗକାରୀ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ କରିଛି । ଓକିଲଙ୍କ ଉପସ୍ଥିତିରେ ସେମାନଙ୍କ ବୟାନ ରେକର୍ଡ…