Notice: Trying to get property 'post_content' of non-object in /home1/muhapqmy/public_html/wp-content/plugins/pj-news-ticker/pj-news-ticker.php on line 207
Browsing Category

ଦେଶ- ବିଦେଶ

ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ: ଜଣେ ମୃତ, ୩ ଗୁରୁତର

ଲକ୍ଷ୍ନୌ,ଏଜେନ୍ସି: ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ…

କରୋନାରେ ମୃତ ବିପିଏଲ ପରିବାରକୁ କେରଳ ସରକାରଙ୍କ ମାସିକ ୫୦୦୦ ଟଙ୍କା ଆର୍ଥିକ ସହାୟତା

ଥିରୁଅନନ୍ତପୁରମ,ଏଜେନ୍ସି: କରୋନା ଭାଇରସ ମହାମାରୀ ଯୋଗୁଁ ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାରକୁ କେରଳ ସରକାର ମାସିକ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ…

ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତିକୁ ଚାକିରି ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜିଠୁ ପଞ୍ଜାବ ମିଶନର ଶୁଭାରମ୍ଭ କରିଛନ୍ତି। ଆଜି ଜଲନ୍ଧରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି…

ଜମ୍ମୁ କଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍, ୪ ଗିରଫ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମରରରେ ଆଜି ଜାତୀୟ ତଦନ୍ତକାରୀ ଦଳ ତଥା ଏନଆଇଏ ୧୬ଟି ପୃଥକ ସ୍ଥାନରେ ଚଢ଼ଉ କରିଛି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଘଟଣାରେ…

ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧୀମଣ୍ଡଳ

ନୂଆଦିଲ୍ଲୀ: ଲଖିମପୁର ଖୀରୀ ହିଂସା ମାମଲାରେ କଂଗ୍ରେସ ପ୍ରତିନିଧୀମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏଥିରେ କଂଗ୍ରେସ ମହାସଚିବ…

ଆମେରିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ଲକ୍ଷ୍ମୀପୁର ହିଂସାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ହାର୍ବର୍ଡ କେନେଡି ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ର ଶୁଭାରମ୍ଭ କଲେ ମୋଦୀ, ଶହେ ଲକ୍ଷ…

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ପ୍ରକଳ୍ପର ଶୁଭାରମ୍ଭ…

ବିଶ୍ୱର ୧୦ ସର୍ବାଧିକ ଋଣୀ ଦେଶରେ ପାକିସ୍ତାନ ସାମିଲ, ଆଉ ମିଳିବନି ଋଣ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ ସର୍ବାଧିକ ଋଣ ନେଇଥିବା ୧୦ ଦେଶର ତାଲିକାରେ ପାକିସ୍ତାନର ନାମ ରହିଛି। ପାକିସ୍ତାନ ପାଖରେ…