Notice: Trying to get property 'post_content' of non-object in /home1/muhapqmy/public_html/wp-content/plugins/pj-news-ticker/pj-news-ticker.php on line 207
Browsing Category

ଦେଶ- ବିଦେଶ

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ କୋଭିଡ ପରିସ୍ଥିତିରୁ ମିଳିଲା ଶିକ୍ଷା, ଆତ୍ମନିର୍ଭର ହେବା…

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ କରୋନା ଭାଇରସ ଭଳି ପରିସ୍ଥିତି ଦେଶକୁ ଆତ୍ମନିର୍ଭର…

ମମତା ସରକାର ସ୍କୁଲ ପାଇଁ ସୁନିଶ୍ଚିତ କଲେ ଡ୍ରେସ୍ କୋର୍ଡ, ଏଣିକି ଏହି ରଂଗର ପୋଷାକ…

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ସ୍କୁଲରେ ଏକ ନୂଆ ଡ୍ରେସ କୋର୍ଡ ଲାଗୁ କରିବାକୁ ଯାଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ…

ମଣିପୁରରେ ବୀରେନ ସିଂହ ହେଲେ ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ-ଗୋଆରେ ମୁଖ୍ୟମନ୍ତ୍ରୀଙ୍କ ନାଁ…

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ତର ପଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି । ରବିବାର…

ବାତ୍ୟା ‘ଅସାନୀ’ ଚେତାବନୀ ସମୟରେ ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,ଏଜେନ୍ସି: ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରେ ବାତ୍ୟା ‘ଅସାନୀ’ ଚେତାବନୀ ଦେଇଛି। ଏହାରି ମଧ୍ୟରେ ସୋମବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ…

ବିଶ୍ୱବ୍ୟାପୀ କରୋନାଜନିତ ମୃତ୍ୟୁ ୬୧ ଲକ୍ଷ ଟପିଲା, ୪୭.୭ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱବ୍ୟାପୀ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୬୧ ଲକ୍ଷ ଟପିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୭ କୋଟି ଅତ୍ରିକମ…

ବିଚ୍ଛିନ୍ନତାବାଦୀ କମାଣ୍ଡର ସେରଗାଇ ମାଶକିନ୍‌କୁ ନିହତ କଲା ୟୁକ୍ରେନ୍‌

କିଭ୍‌,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଆଜି ୨୬ ଦିନରେ ପହଞ୍ଚିଛି। ରୁଷିଆ ସେନା ସୋମବାର ହାଇପରସୋନିକ ଓ କ୍ରୁଜ ମିସାଇଲ…

ଓଭରଟେକିଂ ସମୟରେ ଓଲଟିଲା ବସ୍‌; ଦୁର୍ଘଟଣାରେ ଶିଶୁ ସମେତ ୨ ମୃତ, ୧୨ ଆହତ

ନୂଆଦିଲ୍ଲୀ,ଏଜେନ୍ସି: ହରିୟାଣାର ନୁଙ୍ଗହରେ ଶନିବାର ଏକ ଦ୍ରୁତଗାମୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଓଭରଟେକ୍ ସମୟରେ ଅନିୟନ୍ତ୍ରିତ ହୋଇ ସଡ଼କ…

ମାର୍ଚ୍ଚ ୨୫ରେ ଶପଥ ନେବେ ଯୋଗୀ ସରକାର ୨.୦, ପ୍ରଧାନମନ୍ତ୍ରୀ ମୋଦୀ ରହିବେ ଉପସ୍ଥିତ

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ କ୍ରମାଗତ ଭାବେ  ଦ୍ୱିତୀୟ ଥର ବହୁମତ ହାସଲ କରିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଇତିହାସରେ ଆସନ୍ତା…

ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ପହଞ୍ଚିଛି ଗଣତନ୍ତ୍ର: ଅମିତ ଶାହ

ଜମ୍ମୁ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି, ଦେଶରେ ପୂର୍ବୋତ୍ତର, ଜମ୍ମୁ କଶ୍ମୀର ଓ ମାଓ ପ୍ରଭାବିତ ଅଞ୍ଚଳରେ ଆଗାମୀ…

ଦକ୍ଷିଣ କୋରିଆରେ ୩ ଦିନରେ ୧୪ ଲକ୍ଷ କରୋନା ପଜିଟିଭ୍‌, ଭାରତରେ ୪ର୍ଥ ଲହର ଆଶଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରେ କରୋନା ଭାଇରସର ଲହର ଚିନ୍ତାଜନକ ଭାବେ ବଢ଼ିଚାଲିଛି । ଦକ୍ଷିଣ ପୂର୍ବ ଏସିଆ କଥା ଯଦି ଚିନ୍ତା…