Browsing Category

ମନୋରଞ୍ଜନ

ସୁଟିଂ ଆରମ୍ଭ କଲେ ପଲକ

ଲୋକପ୍ରିୟ କମେଡି ସୋ’ ‘ତାରକ ମେହତା କା ଉଲ୍ଟା ଚଷମା’ରେ ସାମିଲ୍ ହୋଇଛନ୍ତି ଆଉ ଜଣେ ନୂଆ କଳାକାର। ସେ ହେଉଛନ୍ତି ପଲକ ସିଧୱାନି। ପଲକ ଏହି ସୋ’ର ଆତ୍ମାରାମ…

ନ୍ୟୁୟର୍କ ରେସ୍ତୋରାଁରେ ଋଷି କପୁରଙ୍କୁ ଆମେରିକୀୟ ଭାବିଲେ େଓ୍ଵଟର

ନୂଆଦିଲ୍ଲୀ: ନ୍ୟୁୟର୍କରେ ଅଭିନେତା ଋଷି କପୁର ନିଜର କର୍କଟ ଚିକିତ୍ସା କରୁଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ନୀତୁ ସିଂହ ବି ତାଙ୍କ ସହିତ ସେଠାରେ…

ଡେଟିଂକୁ ନେଇ ହେଉଥିବା ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଅନୁଷ୍କାଙ୍କୁ ଅଜବ ଉପଦେଶ ଦେଲେ…

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ଅନେକ ପୁରୁଣା । ଫିଲ୍ମ…

ପ୍ରିୟଙ୍କାଙ୍କ ସମର୍ଥନରେ ବାହାରିଲେ କଙ୍ଗନା, ପାକିସ୍ତାନକୁ ଦେଲେ କଡ଼ା ଜବାବ

ମୁମ୍ବାଇ : ଜଣେ ପାକିସ୍ତାନୀ ମହିଳାଙ୍କୁ ଉଚିତ୍‌ ଜବାବ ଦେଇଥିବାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ…

ବୀର ପାଇଲଟ୍‌ ଅଭିନନ୍ଦନଙ୍କ ଏଭଳି ଫଟୋ ସେୟାର କରି ବିବାଦୀୟ ଟୁଇଟ୍‌ କଲେ ପାକିସ୍ତାନୀ…

ମୁମ୍ବାଇ : ଅନେକ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ଏବେ ପୁଣି ଏକ ବିବାଦୀୟ…

ସୁନୀଲ ସେଟ୍ଟୀଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ଝିଅ ଅଥିୟା ସେଟ୍ଟୀ

ମୁମ୍ବାଇ: ଧଡକନ୍‌ ବୟ ସୁନୀଲ ସେଟ୍ଟୀଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ଝିଅ ଆଥିୟା ସେଟ୍ଟୀ। ଆଥିୟା ୨୦୦୫ ମସିହାରେ ‘ହିରୋ’ ଚଳଚ୍ଚିତ୍ରରୁ ବଲିଉଡ୍‌…

ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ, ଏବେ ହିମେଶଙ୍କ ଫିଲ୍ମରେ ମିଳିଲା…

ମୁମ୍ବାଇ : ପଶ୍ଚିମବଙ୍ଗର ଏକ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଲଙ୍କୁ ଏବେ ବଲିଉଡ୍‌ରୁ ଗାଇବାର ଅଫର ମିଳିଛି ।…