Browsing Category
ଜିଲ୍ଲା
ବରଯାତ୍ରୀ ଗାଡ଼ି ସହ ଟ୍ରକ ଧକ୍କା : ୩ ମୃତ, ୨ ଆହତ
ବରଗଡ଼,ଏନ୍ଏନ୍ଏନ୍: ବରଯାତ୍ରୀ ସାରି ଫେରୁଥିବା ବୋଲୋରୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ…
ଝାରସୁଗୁଡ଼ାରେ ଆଉ ୭ କରୋନା ପଜିିଟିଭ ଚିହ୍ନଟ: ସଂଖ୍ୟା ୭,୨୧୮କୁ ବୃଦ୍ଧି
ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ବହୁ ଦିନ ପରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳକୁ ଖସିଛି। ଆଜି ଜିଲ୍ଲାରେ ମାତ୍ର ୭ଜଣ କରୋନା…
ନାବାଳିକା ଝିଅକୁ ବାପାର ଅସଦାଚରଣ
ଝାରସୁଗୁଡ଼ା: ଝାରସୁଗୁଡ଼ା ସାହାରାଞ୍ଚଳରେ ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ନାବାଳିକା ଝିଅ ସହ ଅସଦାଚରଣ କରିଥିବା ସୂଚନା ମିଳିଛି। ଏନେଇ ଝାରସୁଗୁଡ଼ା…
ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ: ଆମାଜନକୁ ଲିଗାଲ ନୋଟିସ୍
ପୁରୀ,ଏନ୍ଏନ୍ଏସ୍: ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ। ସଙ୍ଘ ପକ୍ଷରୁ ଆଜି ଆମାଜନ ନାମରେ ଲିଗାଲ…
ପେଟ୍ରୋଲ ଢାଳି ପ୍ରେମିକକୁ ଜାଳି ଦେଲା ପ୍ରେମିକା
ଜଗତସିଂହପୁର,ଏନ୍ଏନ୍ଏସ୍: ପ୍ରେମ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା। ପେଟ୍ରୋଲ ଢାଳି ନିଜ ପ୍ରେମିକକୁ ଜାଳି ଦେଇଛି ପ୍ରେମିକା। ଏଭଳି ଘଟଣା ଘଟିଛି…
ହାଜତ ମୃତ୍ୟୁ ଘଟଣା: କଂଗ୍ରେସର ୧୨ ଘଣ୍ଟିଆ ବିରମିତ୍ରପୁର ବନ୍ଦ ଡାକରା
ରାଉରକେଲା,ଏନ୍ଏନ୍ଏସ୍: ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ହାଜତ ମୃତ୍ୟୁ ଘଟଣାରେ ବିରମିତ୍ରପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ଜିଲ୍ଲା…
ଗଞ୍ଜେଇ ମାଫିଆଙ୍କ ଟାର୍ଗେଟରେ ପୁଲିସ୍ ! ଗଛପକାଇ ରାସ୍ତା ଅବରୋଧ
ଫୁଲବାଣୀ,ଗୋଛାପଡ଼ା,ଏନ୍ଏନ୍ଏସ୍: ମାଓବାଦୀଙ୍କ ସହିଦ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହକୁ ମାଓବାଦୀମାନେ ପାଳନ…
ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ. ନୂଆ ଗାଁ ନିକଟରେ ମଙ୍ଗଳବାର ରାତିରେ ଏକ ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ ଡ୍ରାଇଭର ଏହି…
ସୀମା ଚିହ୍ନଟକୁ ନେଇ ବିବାଦ: ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା
କୋରାପୁଟ, ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲ ସମ୍ବାଇ ପଞ୍ଚାୟତର ସୁନାବେଡାରେ ସୀମା ବିବାଦ ସମାଧାନ ହୋଇ ନଥିବାବେଳେ ଜାମ୍ବୁଗୁଡା ଗାଁରେ ପୁଣି ସୀମା ବିବାଦ…
୭୪ ଦାଦନ ଶ୍ରମିକ ଉଦ୍ଧାର : ୩ ସର୍ଦ୍ଦାର ଫେରାର
ବଲାଙ୍ଗିର, ଏନ୍ଏନ୍ଏସ୍: କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ଜିଆରପି ପୁଲିସ ମିଳିତ ଭାବେ ଚଢ଼ଉ କରି ବାଲାଙ୍ଗିର ଷ୍ଟେସନରୁ ୭୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ।…