ଭାଇରାଲ ହେଉଛି କ୍ୟାପଟେନ କୁଲଙ୍କ ନୂଆ ଲୁକ୍

ନୂଆଦିଲ୍ଲୀ,ଏଜେନ୍ସି: କ୍ରିକେଟ ପଡ଼ିଆରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନିଙ୍କୁ କମ ଦେଖିବାକୁ ମିଳୁଛି। ହେଲେ ସୋସିଆଲ ମିଡ଼ିଆରେ ଫ୍ୟାନଙ୍କ ସହିତ ଲଗାତାର ଯେଡି ହୋଇରହିଛନ୍ତି। ଏହି ମଧ୍ୟରେ ଧୋନିଙ୍କ ନୂଆ ଲୁକ୍ ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଛି। ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଧୋନିଙ୍କ ନୂଆ ଲୁକର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ଧୋନି ବହୁତ ଯବାନ ଦେଖାଯାଉଛନ୍ତି।

ଏହା ପୂର୍ବରୁ ମଧ୍ୟ ଧୋନି ନିଜର ଭିନ୍ନ ଭିନ୍ନ ଷ୍ଟାଇଲରେ ଆସି ଫ୍ୟାନଙ୍କୁ ଚକିତ କରିଦେଇଥିଲେ।

https://www.instagram.com/p/CR8FAcNthXe/?utm_source=ig_embed&ig_rid=340cb140-f37d-41ac-a594-297a3e29fb6e