ସବୁ ଆନ୍ତରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବଡ଼ ଘୋଷଣା କରିଛନ୍ତି। ସୋମବାର ଠାରୁ ସବୁ ଆନ୍ତରାଜ୍ୟ ବସ୍ ଚଳାଚଳ ବନ୍ଦ। ରାଜ୍ୟ ଭିତରେ ବସ୍ ଚାଲିବ ହେଲେ କେବଳ ସିଟିଂରେ ଯାତ୍ରୀମାନେ ଯାଇଆସି ପାରିବେ। ଅନ୍ୟ ପକ୍ଷ୍ୟରେ ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ। ଯାତ୍ରାରେ ୨ ହଜାର ଜାଗାରେ ୧ ହଜାର ଲୋକ ବସି ପାରିବେ। ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ।