୪ ଦିନିଆ ରିମାଣ୍ଡରେ ଗଲେ ବିରଞ୍ଚି ସାହୁ

କଟକ,ଏନ୍ଏନ୍ଏସ୍: ଓଏସଏସସି ସଦସ୍ୟଙ୍କ ନିଲମ୍ବିତ ପିଏସ୍ ବିରଞ୍ଚି ସାହୁଙ୍କୁ ୪ଦିନ ପାଇଁ ଭିଜିଲାନ୍ସ ରିମାଣ୍ଡରେ ନେଇଛି। ଏହି ସମୟରେ ଓଏସଏସସି କାରବାର ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯିବ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚିଙ୍କୁ ଗିରଫ କରାଯାଇଛି। ବିରଞ୍ଚିଙ୍କଠାରୁ ଭିଜିଲାନ୍ସ ସାଢ଼େ ୩ କୋଟିର ସମ୍ପତ୍ତି ଠାବ କରିଛି।